ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ

ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ମାମଲା ମେଣ୍ଢାଶାଳ: ଚନ୍ଦକା ଥାନା ଅନ୍ତର୍ଗତ କୁଜିମହଲ ଶବର ସାହିରେ ଗତ ୧୯ତାରିଖ କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଜି ଗୁରୁତର ସୁଶାନ୍ତ ପ୍ରଧାନଙ୍କ ମୃ୍ତ୍ୟୁ ଘଟିଛି। ଦୀର୍ଘ ୨ ବର୍ଷ ଧରି ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ଲାଗିରହିଥିବା ବିବାଦର ଉଗ୍ରରୂପ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଘଟଣାରେ ଗତ ୨୦ତାରିଖ ୨ ଅଭିଯୁକ୍ତ … Continue reading ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ